ଦ୍ଧଙ୍କ ଚିନ୍ତାଧାରା ଓ ଦର୍ଶନକୁ ସଠିକ୍ ଭାବରେ ବୁଝିବା ପାଇଁ ପାଲି ଭାଷା ହେଉଛି ମୁଖ୍ୟ ମାଧ୍ୟମ। ଆଧୁନିକ ଯୁଗରେ ମଧ୍ୟ ଏହାକୁ ପ୍ରାସଙ୍ଗିକ ବୋଲି ବର୍ଣ୍ଣନା କରିଥିଲେ। ଭୁବନେଶ୍ବର: ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ରିସର୍ଚ୍ଚ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପାଲି, ପ୍ରକୃତି ଓ ଓଡ଼ିଆକୁ ଶାସ୍ତ୍ରୀୟ …